ଭାରତର ହସ୍ତକ୍ଷେପ ପରେ ସମାଧାନ ହେବ ରୁଷିଆ-ୟୁକ୍ରେନ ଯୁଦ୍ଧ ପ୍ରସଙ୍ଗ ! ନିଜର ଦୁଇ ରାଷ୍ଟ୍ର ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଓ ଅଷ୍ଟ୍ରିଆର ଚାନସେଲର କାର୍ଲ ନେହାମ୍ମରଙ୍କ ସହ ଏହି ପ୍ରସଙ୍ଗରେ ସବିଶେଷ ଆଲୋଚନା କରିଛନ୍ତି। ବିଶେଷ କରି ୟୁକ୍ରେନ ସମସ୍ଯା ଓ ପଶ୍ଚିମ ଏସିଆରେ ଶାନ୍ତି ଫେରାଇବା ଲାଗି ଭାରତ ଗୁରୁତ୍ବ ଦେଇଥିବା ସୂଚନା ମିଳିଛି। ମୋଦି କହିଛନ୍ତି, ବର୍ତ୍ତମାନ ଏହା ଯୁଦ୍ଧର ସମୟ ନୁହେଁ। ଯୁଦ୍ଧ କ୍ଷେତ୍ରରେ ଏହାର ସମାଧାନ ହୋଇପାରିବ ନାହିଁ। ଯୁଦ୍ଧ ଯୋଗୁ ଅକାରଣରେ ଅନେକ ଲୋକଙ୍କ ଜୀବନ ଯାଉଛି। ଏହା ଗ୍ରହଣୀୟ ନୁହେଁ।
ତାଜା ଖବର
ଭୁବନେଶ୍ଵର ଏୟାରପୋର୍ଟରୁ ୪ କୋଟିର ନିଶା ଦ୍ରବ୍ୟ ଜବତଆଜି ପ୍ରବାସୀ ଭାରତୀୟ ସମ୍ମିଳନୀରେ ଯୋଗଦେବେ ରାଷ୍ଟ୍ରପତିମହାକାଶରେ ଗଜା ହୋଇଥିବା ଝୁଡଙ୍ଗ ମଞ୍ଜିର ଭିଡିଓ ଜାରି କଲା ଇସ୍ରୋଆଉ ୨ ଜଣ ଶିଶୁ HMPV ପଜିଟିଭ୍ ଚିହ୍ନଟ୨୭ତମ ରାଜ୍ୟପାଳ ଭାବେ ଶପଥ ଗ୍ରହଣ କଲେ ହରିବାବୁ କମ୍ଭମପତିମହାକାଶରେ ସ୍ପେସ୍ ଡକିଂ ଏକ୍ସପେରିମେଣ୍ଟ କରିବ ଇସ୍ରୋ ।ମନମୋହନ ସିଂହଙ୍କ ପରଲୋକସଂସଦରେ ଠେଲା ପେଲା; ପ୍ରତାପ ଷଡଙ୍ଗୀ ଆହତଶୀତରେ ଥରୁଛି ସାରା ଓଡ଼ିଶାବିଶିଷ୍ଟ ତବଲା ବାଦକ ଜାକିର ହୁସେନଙ୍କ ପରଲୋକ।