Quantum Mirror

ପ୍ରତିଷ୍ଠା ହେବ କି ଶାନ୍ତି

ଭାରତର ହସ୍ତକ୍ଷେପ ପରେ ସମାଧାନ ହେବ ରୁଷିଆ-ୟୁକ୍ରେନ ଯୁଦ୍ଧ ପ୍ରସଙ୍ଗ ! ନିଜର ଦୁଇ ରାଷ୍ଟ୍ର ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଓ ଅଷ୍ଟ୍ରିଆର ଚାନସେଲର କାର୍ଲ ନେହାମ୍ମରଙ୍କ ସହ ଏହି ପ୍ରସଙ୍ଗରେ ସବିଶେଷ ଆଲୋଚନା କରିଛନ୍ତି। ବିଶେଷ କରି ୟୁକ୍ରେନ ସମସ୍ଯା ଓ ପଶ୍ଚିମ ଏସିଆରେ ଶାନ୍ତି ଫେରାଇବା ଲାଗି ଭାରତ ଗୁରୁତ୍ବ ଦେଇଥିବା ସୂଚନା ମିଳିଛି। ମୋଦି କହିଛନ୍ତି, ବର୍ତ୍ତମାନ ଏହା ଯୁଦ୍ଧର ସମୟ ନୁହେଁ। ଯୁଦ୍ଧ କ୍ଷେତ୍ରରେ ଏହାର ସମାଧାନ ହୋଇପାରିବ ନାହିଁ। ଯୁଦ୍ଧ ଯୋଗୁ ଅକାରଣରେ ଅନେକ ଲୋକଙ୍କ ଜୀବନ ଯାଉଛି। ଏହା ଗ୍ରହଣୀୟ ନୁହେଁ।

Subscribe to our newsletter
Subscribe to our newsletter
Sign up here to get the latest news, updates and special offers delivered directly to your inbox.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

×