ନିରାଟ କଟୁ ସତ୍ୟ

ନିରାଟ କଟୁ ସତ୍ୟ

ଓକିଲ ଆଶା ରଖେ – ଆପଣ ଅସୁବିଧାରେ ପଡ଼ନ୍ତୁ।
ଡାକ୍ତର ଆଶା ରଖେ – ଆପଣ ଅସୁସ୍ଥ ହୁଅନ୍ତୁ।
ପୋଲିସ ଆଶା ରଖେ – ଆପଣ ଅପରାଧୀ ହୁଅନ୍ତୁ।
ଶିକ୍ଷକ ଆଶା ରଖେ – ଆପଣ ଜନ୍ମରୁ ନିର୍ବୋଧ ହୋଇଥାନ୍ତୁ।
ଘର ମାଲିକ ଆଶା ରଖେ – ଆପଣ ସାରା ଜୀବନ ଘର ନକିଣିପାରନ୍ତୁ।
ମେକାନିକ ଆଶା ରଖେ – ଆପଣଙ୍କ ଗାଡ଼ି ଖରାପ ହେଉ।
କଫିନ ତିଆରି ବାଲା ଆଶା ରଖେ – ଆପଣ ମରିଯାଆନ୍ତୁ।
କେବଳ ଜଣେ ଚୋର ଆଶା ରଖେ ଯେ – “ଆପଣଙ୍କ ଜୀବନ ଧନ ଧାନ୍ୟରେ ପୁରି ଉଠୁ”। ଆଉ ସବୁଦିନ ଠାକୁରଙ୍କୁ ମାଗିଥାଏ – “ଆପଣଙ୍କର ସୁଖ ଓ ଗଭୀର ନିଦ୍ରାଟିଏ ହେଉ।“