ମୟୁର ପୂଛ ର ଉପକାରିତା

ମୟୁର ପୂଛ ର ଉପକାରିତା

 ବୈବାହିକ ଜୀବନରେ ଅଶାନ୍ତି ଲାଗି ରହିଥିଲେ ଶୟନକକ୍ଷରେ ମୟୁର ପୂଛ ରଖିବା ଉଚିତ। ଏହାଦ୍ୱାରା ସ୍ୱାମୀ-ସ୍ତ୍ରୀ ମଧ୍ୟରେ ସମ୍ପର୍କ ମଧୁର ହୋଇଥାଏ ଏବଂ ପ୍ରେମ ବଢିଥାଏ।

 ଯଦି ଆପଣଙ୍କୁ କୌଣସି କାମରେ ସଫଳତା ମିଳୁନି ତାହେଲେ ଆପଣ ପାଖରେ ମୟୁର ପୂଛ ରଖିବା ଉଚିତ। ଏହାଦ୍ୱାରା ଆପଣଙ୍କ ହେଉନଥିବା କାମ ବି ହେବ।

 ଅନେକ ପିଲାଙ୍କୁ ରାତିରେ ଶୋଇବା ସମୟରେ ଡର ଲାଗିଥାଏ । ତେଣୁ ତାଙ୍କ ତକିଆ ତଳେ ମୟୂର ପୁଚ୍ଛ ରଖିବା ଦ୍ୱାରା ସମସ୍ତ ଖରାପ ନଜରରୁ ରକ୍ଷା ପାଇଥାନ୍ତି ।
 ଠାକୁର ଘରେ ମୟୂର ପୁଚ୍ଛ ଏବଂ ବଂଶୀକୁ ଏକା ସାଥିରେ ରଖିବା ଦ୍ୱାରା ଘର ମଧ୍ୟରେ ଭଲ ପାଇବା ବଢିବା ସହିତ ସକାରାତ୍ମକ ଶକ୍ତି ସଞ୍ଚାର ହୋଇଥାଏ ।