ଗଞ୍ଜେଇ ଚାଲାଣ ବେଳେ ଧରାପଡ଼ିଲେ ବିଜେପି କର୍ମୀ । ବାପପୁଅଙ୍କୁ ଗିରଫ କଲା ରିଆମାଳ ଥାନା ପୋଲିସ । ଦେବଗଡ଼ ଜିଲ୍ଲା ଗୁଣ୍ଡିଆପାଲି ପଞ୍ଚାୟତର ବିଜେପି କର୍ମୀ ଦେବେନ୍ଦ୍ର ପ୍ରଧାନ ଓ ତାଙ୍କ ପୁଅ ଦୀର୍ଘଦିନ ଧରି ଗଞ୍ଜେଇ କାରବାର କରୁଥିବା ଅଭିଯୋଗ ହୋଇଥିଲା । ଗାଁ ଲୋକଙ୍କ ବିରୋଧ ସତ୍ତ୍ବେ ଉଭୟ ନିଶା କାରବାର ଜାରି ରଖିଥିଲେ । ଗତକାଲି ବାଇକରେ ଗଞ୍ଜେଇ ନେଇ ଯାଉଥିବାବେଳେ ଉଭୟଙ୍କୁ ଗିରଫ କରିଛି ପୋଲିସ । ତାଙ୍କ ନିକଟରୁ ୧୫ କେଜି ଗଞ୍ଜେଇ ସହ ବାଇକ ଓ ମୋବାଇଲ ଜବତ ହୋଇଛି ।
ତାଜା ଖବର
ବିଧାନସଭାରୁ ବଜେଟ ଅପଡେଟ୍ଆଜିଠାରୁ ମାଘ ସପ୍ତମୀ ମେଳା ।ଆଜିଠୁ ଉତ୍କର୍ଷ ଓଡ଼ିଶା ମେକ ଇନ୍ ଓଡ଼ିଶା କନକ୍ଲେଭଭୁବନେଶ୍ଵର ଏୟାରପୋର୍ଟରୁ ୪ କୋଟିର ନିଶା ଦ୍ରବ୍ୟ ଜବତଆଜି ପ୍ରବାସୀ ଭାରତୀୟ ସମ୍ମିଳନୀରେ ଯୋଗଦେବେ ରାଷ୍ଟ୍ରପତିମହାକାଶରେ ଗଜା ହୋଇଥିବା ଝୁଡଙ୍ଗ ମଞ୍ଜିର ଭିଡିଓ ଜାରି କଲା ଇସ୍ରୋଆଉ ୨ ଜଣ ଶିଶୁ HMPV ପଜିଟିଭ୍ ଚିହ୍ନଟ୨୭ତମ ରାଜ୍ୟପାଳ ଭାବେ ଶପଥ ଗ୍ରହଣ କଲେ ହରିବାବୁ କମ୍ଭମପତିମହାକାଶରେ ସ୍ପେସ୍ ଡକିଂ ଏକ୍ସପେରିମେଣ୍ଟ କରିବ ଇସ୍ରୋ ।ମନମୋହନ ସିଂହଙ୍କ ପରଲୋକ